Image

ଗ୍ରହର ଅବସ୍ଥିତି ନେଇ କର୍ମକ୍ଷେତ୍ରରେ କିପରି ଉନ୍ନତି କରାଯିବ ସେ ସମ୍ବନ୍ଧରେ ବିଚାର କରାଯାଏ |

Image

ନବଗ୍ରହର ଅବସ୍ଥିତି ନେଇ ଗ୍ରହ ଜନିତ ପ୍ରତିକାର କରାଯାଏ |

Image

ଗ୍ରହର ପ୍ରଭାବରୁ ରକ୍ଷା କରିବାପାଇଁ ଗ୍ରହ ସମ୍ବନ୍ଧୀୟ ଯେ ରତ୍ନପଥର ବ୍ୟବହାର ନିମନ୍ତେ ବିଚାର କରାଯାଏ |

Image

ମାରକ ଦଶାର ବିଚାର କରାଯାଏ |

Image

ଜୀବନର ଅତୀତ ଓ ଭବିଷ୍ୟତ ବିଷୟରେ ଗଣନା କରାଯାଏ |

Image

ଜନ୍ମ କୁଣ୍ଡଳୀ ଗଣନା କରାଯାଏ |

Image

ଶିଶୁ ରିଷ୍ଟ ବିଚାର କରାଯାଏ |

Image

ଭବିଷ୍ୟତରେ ଶିକ୍ଷା କିପରି ଉନ୍ନତି କରିବ ସେ ବିଷୟରେ ବିଚାର କରାଯାଏ |

Image

ଗ୍ରହର ସ୍ଥିତି ନେଇ ଭବିଷ୍ୟତରେ କିପରି ଉନ୍ନତି କରିବ ସେ ବିଷୟରେ ବିଚାର କରାଯାଏ |

Image

ଗ୍ରହର ଅବସ୍ଥିତି ନେଇ ବିବାହ ମେଳକ ବିଚାର କରାଯାଏ |

Image

ଵାସ୍ତୁ ଜନିତ ସମସ୍ତ ସମସ୍ୟାର ସମାଧାନ କରାଯାଏ |

Image

ଵାସ୍ତୁ ଜନିତ ମୃତ୍ତିକା ପରୀକ୍ଷା କରାଯାଏ |

ବ୍ୟକ୍ତିତ୍ୱ, ଶାରୀରିକ ସ୍ୱାସ୍ଥ୍ୟ ଏବଂ ସ୍ଥିତି, ଧନ, ଅର୍ଥ ଜମାରାଶି, ସମ୍ପତ୍ତି, ଜମି, ପ୍ରତିପତି, ସାହସ, ପରାକ୍ରମ ଶକ୍ତି, ସାନ ଭାଇ ଭଉଣୀ, ସମ୍ପତ୍ତି, ଗୃହ, ଭୂମି, ଯାନ ବାହାନ, ଶିକ୍ଷା, ମନ ମାନସିକତା, ବୁଦ୍ଧିମତା, ସନ୍ତାନସନ୍ତତି, ରୋଗ, ଶତ୍ରୁ, ପ୍ରତିବନ୍ଧକ, ବିବାହ, ଦାମ୍ପତ୍ୟ, ବ୍ୟବସାୟ, ସହଭାଗିତା, ଆୟୁ, ବାଧା, ସମସ୍ୟାଗୁଡିକ, ଭାଗ୍ୟ, ସମୃଦ୍ଧି, ଉତ୍ତରାଧିକାର, କର୍ମ, ବୃତ୍ତି, ପଦ ପଦବି, ଆୟ, ଲାଭ,ବ୍ୟୟ, କ୍ଷତି ଇତ୍ୟାଦି ଏବଂ ମହାଦାଶା, ଅନ୍ତର୍ଦ୍ଦଶା ଓ ପ୍ରତ୍ୟନ୍ତର୍ଦ୍ଦଶା ଇତ୍ୟାଦି ସମସ୍ତ ବିଷୟରରେ ସଠିକ ବିଚାର ଓ ପ୍ରତିକାର ବିଧାନ ସହ ୧୧୦ ପୃଷ୍ଠା ବିଶିଷ୍ଟ ଜନ୍ମ ଜାତକ ପ୍ରସ୍ତୁତି ।


  • ଶ୍ରୀଯୁକ୍ତ ଶୁକଦେବ ନାୟକ


    ସାପ୍ତାହିକ ସାକ୍ଷାତ ସମୟ
    ରବିବାର ପ୍ରାତଃ 8 ଘଣ୍ଟା ଠାରୁ 10 ଘଣ୍ଟା, ଅପରାହ୍ନ 4 ଘଣ୍ଟା ଠାରୁ ରାତ୍ରି 7 ଘଣ୍ଟା ପର୍ଯ୍ୟନ୍ତ |
    ସୋମ, ବୁଧ ଓ ଶୁକ୍ରବାର ପ୍ରାତଃ 8 ଘଣ୍ଟା ଠାରୁ 2 ଘଣ୍ଟା, ଅପରାହ୍ନ 4 ଘଣ୍ଟା ଠାରୁ ରାତ୍ରି 7 ଘଣ୍ଟା ପର୍ଯ୍ୟନ୍ତ |
    ମଙ୍ଗଳବାର ଓ ଶନିବାର - ମୃତ୍ତିକା ପରୀକ୍ଷା କରାଯାଏ (ପ୍ରାତଃ 8 ଘଣ୍ଟା ଠାରୁ 2 ଘଣ୍ଟା ପର୍ଯ୍ୟନ୍ତ ) |
    ବିଦ୍ର : ପ୍ରତି ଗୁରୁବାର, ସଂକ୍ରାନ୍ତି, ଅମାବାସ୍ୟା ଏବଂ ବିଶେଷ ପୂଜାଦିନ ମାନଙ୍କରେ କାର୍ଯ୍ୟାଳୟ ବନ୍ଦ ରହେ |
    କର୍ମକାଣ୍ଡ ପାଇଁ ଯୋଗାଯୋଗ କରନ୍ତୁ - 9583458629
.

Contact Form

Contact Us

ଗ୍ରାମା - କନସାର ,ଜିଲା କେନ୍ଦ୍ରାପଡା | ରାମ ମନ୍ଦିର ନିକଟରେ ,କନସାର ସାହସପୁର | (ଗଣ୍ଡାକିଆ ମୁଖ୍ୟ ରାସ୍ତା)
Phone: 9827735781
Email: info@hanumanadrusyasakti.com
Timing: 9 am To 8 Pm

ହନୁମାନ ଅଦୃଶ୍ୟ ଶକ୍ତି କାର୍ଯ୍ୟାଳୟ

ଗ୍ରାମା - କନସାର ,ଜିଲା କେନ୍ଦ୍ରାପଡା |
ରାମ ମନ୍ଦିର ନିକଟରେ ,କନସାର ସାହସପୁର |
(ଗଣ୍ଡାକିଆ ମୁଖ୍ୟ ରାସ୍ତା)

ଫୋନ୍ 9583458629,9827735781
ହୁୱାଟସାପ୍ 9692584313,9827735781
ଇମେଲ୍ info@hanumanadrusyasakti.com
Call us : 9583458629
WhatsApp No : 9692584313
Email: Info@hanumanadrusyasakti.com